About Us
ଆପଣଙ୍କୁ ଜୀବନ ଜେନେରାଲ ଷ୍ଟୋର ସ୍ବାଗତ ଜଣାଉଛି, ଆମ ଦୋକାନ ରେ ବର୍ତ୍ତମାନ କେବଳ ସରକାରୀ କାଗଜ ପତ୍ର କରାଯାଉଛି, ଆପଣଙ୍କୁ କେବଳ WHATSAPPP ରେ ଡକ୍ୟୁମେଣ୍ଟ ପଠେଇବାକୁ ପଡ଼ିବ ଏଵଂ ଆପଣ WHATSAPP ଜରିଆରେ ନିଜର ସରକାରୀ ଡକ୍ୟୁମେଣ୍ଟ ପାଇପାରିବେ, ଆପଣଙ୍କୁ ଦୋକାନ କୁ ଯାଇକି ଧାଡ଼ି ଲାଗିବାକୁ ପଡ଼ିବନି, ଆଉ ଅଳ୍ପ ଦିନରେ ପନିପରିବା ଏଵଂ ଦୈନଦିନ ଆବଶ୍ୟକ ଜିନିଷ ମଧ୍ୟ ଆମ ଷ୍ଟୋର ରୁ ଘରେ ରହିକି ଅର୍ଡର୍ କରିପାରିବେ,ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଧନ୍ୟବାଦ୍ 🙏🙏🙏
Timings
12 AM - 12 AM
Delivering To
All Locations
Free Shipping
₹ 200 & Above
Location
Singari , Kumudabali
Muniguda , Odisha - 765020, India
Check Location on Google Map


